
ଭୁବନେଶ୍ୱର, 22 ଏପ୍ରିଲ୍ (ହି.ସ.)- ବିଶ୍ୱ ପୃଥିବୀ ଦିବସରେ ଧରିତ୍ରୀ ମାଆର ଯତ୍ନ
ନେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ
ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ପୃଥିବୀ ଦିବସ ଅବସରରେ ଆସନ୍ତୁ ଧରିତ୍ରୀ ମାଆର ଯତ୍ନ
ନେବା। ଏକ ସୁରକ୍ଷିତ ଭବିଷ୍ୟତ ଗଠନ ପାଇଁ ଆମେ ସମସ୍ତେ ସଂକଳ୍ପ ନେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା