
ନୂଆଦିଲ୍ଲୀ, 23 ଏପ୍ରିଲ (ହି.ସ)-
ତାମିଲନାଡୁ ବିଧାନସଭା ନିର୍ବାଚନରେ ଭୋଟ ଦେବାକୁ ଭୋଟରମାନଙ୍କୁ ପିଏମ ମୋଦି ଅପିଲ କରିଛନ୍ତି
।ଏନେଇ ସୋସିଆଲ ମିଡିଆ ଏକ୍ସରେ
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାମିଲନାଡୁରେ ବିଧାନସଭା ନିର୍ବାଚନ ହେଉଥିବା ସମୟରେ, ମୁଁ ସମସ୍ତ
ମତଦାତାଙ୍କୁ ଗଣତନ୍ତ୍ରର ଏହି ପବିତ୍ର କର୍ତ୍ତବ୍ୟରେ ଉତ୍ସାହପୂର୍ଣ୍ଣ ଭାବରେ ଅଂଶଗ୍ରହଣ କରିବାକୁ
ଆହ୍ୱାନ କରୁଛି।
ବିଶେଷକରି ତାମିଳନାଡୁର ଯୁବମାନେ
ଏବଂ ମହିଳାମାନଙ୍କୁ ମୁଁ ଅନୁରୋଧ କରୁଛି ଯେ,
ରେକର୍ଡ ସଂଖ୍ୟାରେ ଭୋଟ ଦିଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା