ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭୋଟ ଦେବାକୁ ସମସ୍ତ ଭୋଟରଙ୍କୁ ଅପିଲ କଲେ ପିଏମ ମୋଦି
ନୂଆଦିଲ୍ଲୀ, 23 ଏପ୍ରିଲ (ହି.ସ)- ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ପରିମାଣରେ ମତଦାନ କରିବାକୁ ଅପିଲ କରିଛନ୍ତି ପିଏମ ମୋଦି ।ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଶ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ     ଭୋଟ ଦେବାକୁ ସମସ୍ତ ଭୋଟରଙ୍କୁ ଅପିଲ କଲେ ପିଏମ ମୋଦି


ନୂଆଦିଲ୍ଲୀ, 23 ଏପ୍ରିଲ (ହି.ସ)-

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ

ପରିମାଣରେ ମତଦାନ କରିବାକୁ ଅପିଲ କରିଛନ୍ତି ପିଏମ ମୋଦି ।ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ

କହିଛନ୍ତି ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆଜି ଅନୁଷ୍ଠିତ ହେଉଛି।ମୁଁ ସମସ୍ତ ନାଗରିକଙ୍କୁ

ଆହ୍ୱାନ କରୁଛି ଯେ, ଗଣତନ୍ତ୍ରର ଏହି ପର୍ବରେ ସମ୍ପୂର୍ଣ୍ଣ ଉତ୍ସାହ ସହିତ ଅଂଶଗ୍ରହଣ କରନ୍ତୁ।

ବିଶେଷକରି ମୋର ଯୁବ ସାଥୀମାନେ

ଏବଂ ପଶ୍ଚିମ ବଙ୍ଗର ମହିଳାମାନଙ୍କୁ ମୁଁ ଅନୁରୋଧ କରୁଛି ଯେ, ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande