ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅବସରକାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, ୩ ଅପ୍ରେଲ (ହି.ସ.)- କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବଡବାବୁ ତଥା ବରିଷ୍ଠ କିରାଣୀ (ହୃଷିକେଶ ଜେନା)ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଉପଜିଲ୍ଲାପାଳ ଅରୁଣକୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଅଧିକାରୀମାନେ ଉପସ୍ଥିତ ରହ
----ଉପଜିଲ୍ଲାପାଳଙ୍କକାର୍ଯ୍ୟାଳୟର ଅବସରକାଳୀନ ସମ୍ବର୍ଦ୍ଧନା ।


କେନ୍ଦ୍ରାପଡା, ୩ ଅପ୍ରେଲ (ହି.ସ.)- କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବଡବାବୁ ତଥା ବରିଷ୍ଠ କିରାଣୀ (ହୃଷିକେଶ ଜେନା)ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଉପଜିଲ୍ଲାପାଳ ଅରୁଣକୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଅଧିକାରୀମାନେ ଉପସ୍ଥିତ ରହି ଚାକିରୀ ଜୀବନରୁ ଅବସର ନେଉଥିବା ଶ୍ରୀ ଜେନାଙ୍କୁ ଉତରୀୟ, ପୁଷ୍ପଗୁଚ୍ଛଏବଂ ଏକ ଗୀତା ପ୍ରଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିସହିତ ତାଙ୍କର ଅବସରକାଳୀନ ଜୀବନ ମଙ୍ଗଳମୟ ହେଉ ବୋଲି କାମନା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande