ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଧକ୍କା ଦେଲା ଆମ ବସ
ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଧକ୍କା ଦେଲା ଆମ ବସ । ଅତିରିକ୍ତ ଡିସିପି କୃଷ୍ଣ ଚନ୍ଦ୍ର ସେଠୀଙ୍କୁ ଧକ୍କା ଦେଲା ଆମ ବସ । ଭୁବନେଶ୍ୱର କ୍ଳବ ପାଖରେ ଘଟିଛି ଦୁର୍ଘଟଣା । ସାଇକେଲିଂ କରୁଥିବା ବେଳେ ପଛରୁ ଧକ୍କା ଦେଲା ଆମ ବସ । ଗୁରୁତର
ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଧକ୍କା ଦେଲା ଆମ ବସ


ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଧକ୍କା ଦେଲା ଆମ

ବସ । ଅତିରିକ୍ତ ଡିସିପି କୃଷ୍ଣ ଚନ୍ଦ୍ର ସେଠୀଙ୍କୁ ଧକ୍କା ଦେଲା ଆମ ବସ । ଭୁବନେଶ୍ୱର କ୍ଳବ

ପାଖରେ ଘଟିଛି ଦୁର୍ଘଟଣା । ସାଇକେଲିଂ କରୁଥିବା ବେଳେ ପଛରୁ ଧକ୍କା ଦେଲା ଆମ ବସ । ଗୁରୁତର

ଅବସ୍ଥାରେ ଅତିରିକ୍ତ ଡିସିପିଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande