ଏନସିଆରଟିକୁ ମିଳିଲା  ଡିମଡ ୟୁନିଭର୍ସିଟି ମାନ୍ୟତା
ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ୟୁଜିସିର ପରାମର୍ଶ କ୍ରମେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏନସିଆରଟି)କୁ ଏକ ସ୍ୱତନ୍ତ୍ର ବର୍ଗ ଅଧୀନରେ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛି । ମନ୍ତ୍ରଣାଳୟ ଦର୍ଶାଇଛି ୟୁଜିସିଆଇନ, 195
ଏନସିଆରଟିକୁ ମିଳିଲା      ଡିମଡ ୟୁନିଭର୍ସିଟି ମାନ୍ୟତା


ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ୟୁଜିସିର ପରାମର୍ଶ କ୍ରମେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଜାତୀୟ ଶିକ୍ଷା ଗବେଷଣା ଏବଂ

ତାଲିମ ପରିଷଦ (ଏନସିଆରଟି)କୁ ଏକ ସ୍ୱତନ୍ତ୍ର ବର୍ଗ ଅଧୀନରେ ବିଶ୍ୱବିଦ୍ୟାଳୟ

ମାନ୍ୟତା ଦେଇଛି । ମନ୍ତ୍ରଣାଳୟ ଦର୍ଶାଇଛି

ୟୁଜିସିଆଇନ, 1956 ର ଧାରା ୩ ଅନ୍ତର୍ଗତ ଛଅଟି ବିଭିନ୍ନ ସ୍ଥାନର ଏନସିଆରଟିକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି

। ଏହି ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ବର୍ଗ ଅଧୀନରେ ବିଶ୍ୱବିଦ୍ୟାଳୟ ମାନ୍ୟତା

ପ୍ରଦାନ କରିବା ପାଇଁ ୟୁଜିସିପୋର୍ଟାଲରେ ଏକ ଅନଲାଇନ୍ ଆବେଦନ

କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande