ପିତ୍ତଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆବଶ୍ୟକ ମୁତାବକ ଔଷଧ ଆସୁନାହିଁ
ଗଂଜାମ, 30 ଏପ୍ରିଲ୍ (ହି.ସ.) ଗଞାମ ଜିଲ୍ଲା ରପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏକ ପ୍ରମୁଖ ଡାକ୍ତରଖାନା। ଏହି ଡାକ୍ତରଖାନା ଉପରେ ଆଖପାଖ ପ୍ରାୟ 40ଖଣ୍ଡ ଗ୍ରାମର ଜନସାଧାରଣ ନିର୍ଭର କରୁଥିବା ବେଳେ କିଛି ମାସ ହେଲାଏହି ଡାକ୍ତରଖାନାକୁ ଆବଶ୍ୟକ ମୁତାବକ ଔଷଧ ଷ୍ଟକ ଆସୁନାହିଁ। ଫଳରେ
ପିତ୍ତଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆବଶ୍ୟକ ମୁତାବକ ଔଷଧ ଆସୁନାହିଁ


ଗଂଜାମ, 30 ଏପ୍ରିଲ୍ (ହି.ସ.)

ଗଞାମ ଜିଲ୍ଲା ରପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏକ ପ୍ରମୁଖ ଡାକ୍ତରଖାନା। ଏହି ଡାକ୍ତରଖାନା ଉପରେ ଆଖପାଖ ପ୍ରାୟ 40ଖଣ୍ଡ ଗ୍ରାମର ଜନସାଧାରଣ ନିର୍ଭର କରୁଥିବା ବେଳେ କିଛି ମାସ ହେଲାଏହି ଡାକ୍ତରଖାନାକୁ ଆବଶ୍ୟକ ମୁତାବକ ଔଷଧ ଷ୍ଟକ ଆସୁନାହିଁ। ଫଳରେ ରୋଗୀ ମାନେ ଔଷଧ ନପାଇ ହଟହଟାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବିହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande