ବିଜୁ ବାବୁ ମହିଳାଙ୍କୁ ଅଧିକାର ଦେଇଛନ୍ତି- ପ୍ରମିଳା ମଲ୍ଲିକ
ଭୁବନେଶ୍ୱର, 30 ଏପ୍ରିଲ୍ (ହି.ସ.)- ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଟାଇମ ପାସ୍ପାଇଁ ବିଧାନସଭାର ଆଲୋଚନା । ଲୋକଙ୍କ ଟଙ୍କା ନଷ୍ଟହେଉଛି। 5
ବିଜୁ ବାବୁ ମହିଳାଙ୍କୁ ଅଧିକାର ଦେଇଛନ୍ତି- ପ୍ରମିଳା     ମଲ୍ଲିକ


ଭୁବନେଶ୍ୱର, 30 ଏପ୍ରିଲ୍ (ହି.ସ.)- ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ

ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଟାଇମ ପାସ୍ପାଇଁ

ବିଧାନସଭାର ଆଲୋଚନା । ଲୋକଙ୍କ ଟଙ୍କା

ନଷ୍ଟହେଉଛି। 5

ହଜାର ଟଙ୍କାର କଣ ଛେଳି ରଖିବେ । ମହିଳା ବିଭାଗ ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ ହୋଇଛି । ବିଜୁ ବାବୁ ମହିଳାଙ୍କୁ ଅଧିକାର ଦେଇଛନ୍ତି । ବାଜା ଜୋରରେ ବଜାଉଛନ୍ତି ।

ମହିଳା କମିଶନ ବିଜୁ ବାବୁ କରିଥିଲେ । ନବୀନ ବାବୁଙ୍କ ସମୟରେ ମହିଳାଙ୍କୁ ସଂରକ୍ଷଣଦିଆଯାଉଛି ।ତିନି ତୁଣ୍ଡରେ ଛେଳି କୁକୁର । ଲୋକ ବୁଝି ଗଲେଣି ।ନବୀନ ପଟ୍ଟନାୟକଙ୍କସମୟରେ ମହିଳା ସଶକ୍ତିକରଣ ହୋଇଛି । 2018 ମସିହା

ଡିସେମ୍ବର ରେ ଗୋଟିଏ ମୋସନ ଆସିଥିଲା ମହିଳା ସଂରକ୍ଷଣ ଉପରେ ।ବିଜେଡି ସବୁ ରାଜନୈତିକ ଦଳଙ୍କୁ ଭେଟିଥିଲେ ଓ ଦାବି

କରିଥିଲେ 33 %;ପାଇଁ ।ବିଜେଡି ନିର୍ବାଚନରେସଂରକ୍ଷଣ ଦେଇଛି ।ଚୋରି କରୁଥିଲ, ଚୋରି

ଧରାପଡ଼ିଲା. ।2023 ବିଲ ପାସ ହୋଇଥିଲା,ହେଲେ କାହିଁକି ଲାଗୁ

କଲେନି । ଏଥିରେ କେହି ତ ବିରୋଧ କରିନଥିଲେ ।ଏହାକୁ କାହିଁକି ପେଣ୍ଡିଂ ରଖାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଡିଲିମିଟେସନକାର୍ଯ୍ୟକାରୀ ହୋଇଥିଲେ

ଓଡିଶା ରାଜନୈତିକ କ୍ଷତି ସହି ଥାଆନ୍ତା ।

ବିଜେଡିକୁ ସମାଲୋଚନା ପାଇଁ ବାଜା ବଜାଇ କହୁଛନ୍ତି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande