
ଭୁବନେଶ୍ୱର, 30 ଏପ୍ରିଲ୍ (ହି.ସ.)-ଗୃହରେ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ସେ କହିଛନ୍ତି ଯେ, ଦାନ ମାଝୀ ଘଟଣାରେ ଓଡ଼ିଶା ନିନ୍ଦିତ ହୋଇଥିଲା । ସେତେବେଳେ ନବୀନ ବାବୁ କ'ଣ କରୁଥିଲେ ବୋଲି ପ୍ରଶ୍ନ
କରିଛନ୍ତି ପ୍ରଭାତି ପରିଡା । -ଆଜି କହୁଛନ୍ତି କୁମ୍ଭୀର କାନ୍ଦଣା,
ବିଜୁ
ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି ।ନବୀନଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ
ହୋଇଛି ବୋଲି ପ୍ରଭାତି ପରିଡା କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା