
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ନେଇ ପ୍ରତିକ୍ରିୟା
ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି ଯେ, ବିନା ମେଟ୍ରୋରେ କେମିତି ବିକାଶ
ହେବ । ନନ୍ଦନକାନନ ରାସ୍ତାରେ ଟ୍ରାଫିକ ସମସ୍ୟା ବଢୁଛି । ବିଜେଡି ସରକାର ସମୟରେ ଯେତିକି
ମେଟ୍ରୋ କାମ ଆଗେଇ ଥିଲା ସବୁ ବାତିଲ କଲେ । ନିଜେ କାହିଁକି କଲେ ନାହିଁ ବୋଲି ସେ ପ୍ରଶ୍ନ
ଉଠାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା