କାନ୍ଥ ପଡି ଜଣକର ମୃତ୍ୟୁ
ମୁଖୀଗୁଡା ୫ଏପ୍ରିଲ(ହି ସ)ଆଜି ସନ୍ଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ଜୟପାଟଣା ଅଂଚଳରେ ୭ଟାରୁ ବର୍ଷା ଏବଂ ପବନ ଲାଗି ରହିଥିଲା । ଫଳରେ ମଙ୍ଗଳପୁର ପଂଚାୟତ ରାଣୀ ବାହାଲ ଗ୍ରାମର କେତେକଘରର ଟିଣ ଉଡିଯାଇଥିବା ବେକେ ଗଛପଡି ଘର ଭାଙ୍ଗି ଥିବା ଖବର ମିଳିଛି ।ସେହିପରି ମୁଖୀଗୁଡା ପଂଚାୟତ ପତିଗୁଡା ଗ୍ରାମର
କାନ୍ଥ ପଡି ଜଣକର ମୃତ୍ୟୁ


ମୁଖୀଗୁଡା ୫ଏପ୍ରିଲ(ହି ସ)ଆଜି ସନ୍ଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ଜୟପାଟଣା ଅଂଚଳରେ ୭ଟାରୁ ବର୍ଷା ଏବଂ ପବନ ଲାଗି ରହିଥିଲା । ଫଳରେ ମଙ୍ଗଳପୁର ପଂଚାୟତ ରାଣୀ ବାହାଲ ଗ୍ରାମର କେତେକଘରର ଟିଣ ଉଡିଯାଇଥିବା ବେକେ ଗଛପଡି ଘର ଭାଙ୍ଗି ଥିବା ଖବର ମିଳିଛି ।ସେହିପରି ମୁଖୀଗୁଡା ପଂଚାୟତ ପତିଗୁଡା ଗ୍ରାମର କେଶବ ବିଶି ପତିଗୁଡା ରେଥିବା ଏକ କଂକ୍ରିଟ ପ୍ଲାଣ୍ଟର ୱି।ଚର କାମ କରୁ ଥିଲେ । ସେଠାକୁ ସୋଇବାକୁ ଯାଇଥିବା ବେଳେ ତାଙ୍କ ଉପରେ ତାଙ୍କ କାନ୍ଥ ପଡିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

---------------

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande