
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ବୈଷୟିକ ଶିକ୍ଷା ଏବଂ ମେଡିକାଲରେ ସଂରକ୍ଷଣ ନିଷ୍ପତି
ପରେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, ଆମ ଦାବି ଯାହାର ଯେତେ ଜନ ସଂଖ୍ୟା ସେତିକି
ସଂରକ୍ଷଣ ଦିଆଯାଉ । ଓଡିଶା ଝାରଖଣ୍ଡ ଭଳି କ୍ଷେତ୍ରରେ ବିଭିନ୍ନ କାରଣରୁ 50 ପ୍ରତିଶତରୁ ଅଧିକ
ସଂରକ୍ଷଣ ହୋଇ ପାରିବ ବୋଲି ସମ୍ଭାବନା ଅଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା