
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ଖୋଲା ବଜାରରେ ବନ୍ଦ ହେଲା
ଗ୍ୟାସ ବିକ୍ରି । ଗ୍ୟାସ ବିକ୍ରି ନେଇ ଇକେୱାଇସିକରାଯିବ । କେବଳ ଯାହା ନାଁରେ କାର୍ଡ ଥିବ ଗ୍ୟାସ ଏଜେନ୍ସିରୁ ସେମାନେ
ଗ୍ୟାସ ଟାଙ୍କି ନେଇ ପାରିବେ । ତେବେ ରାଜ୍ୟରେ ଏବେ ଗ୍ୟାସ ଓ ପେଟ୍ରୋଲର କୌଣସି ଅଭାବ ନ ଥିବା
ବେଳେ କଳା ବଜାରୀ ହେଉ ନ ଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା