
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ପୁରୀରେ ବିମାନ ବନ୍ଦର ନିର୍ମାଣ ଉପରେ ପ୍ରତିକ୍ରିୟା
ରଖି ପିସିସି ସଭାପତି କହିଛନ୍ତି ଯେ, ପୁରୀକୁ ଖତମ କରିବାକୁ ବିମାନ ବନ୍ଦର କରାଯାଉଛି । 4 ଧାମ
ରେ କାହିଁକି ନାହିଁ ବିମାନ ବନ୍ଦର ? ସମୁଦ୍ର କୂଳରେ ଯେଉଁ
ବିମାନ ବନ୍ଦର ହେବ ଏହା ଦ୍ୱାରା ବିମାନ ଅବତରଣ ବେଳେ ଚାପ ସୃଷ୍ଠି ହେବ । ଯାହାର ପୁରା ପ୍ରଭାବ
ସମୁଦ୍ର ଉପର ପଡିବ । ସବୁ ଜିନିଷ ଉପର ଅଧ୍ୟୟନ କରି ପୁରୀରୁ 25'କିମି ଦୂ ରେ କରନ୍ତୁ ବୋଲି ଭକ୍ତ ଦାସ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା