
ଭୁବନେଶ୍ୱର, 05 ଏପ୍ରିଲ୍ (ହି.ସ.)- ଯାତ୍ରା ମଞ୍ଚରେ ନଜର
ଆସିବେ ଦୁର୍ଯ୍ୟୋଧନ ଅର୍ଥତ୍ ବଲିଉଡ୍ ଅଭିନେତା ପୁନିତ ଇସର। ଯାତ୍ରା ନାଟ୍ୟମଣ୍ଡପ ମଞ୍ଚରେ
ଶୁଭିବ ବଲିଉଡ୍ ଅଭିନେତା ପୁନିତ ଇସରଙ୍କ ଦମଦାର ସଂଳାପ। ଆସନ୍ତା ଯାତ୍ରାବର୍ଷ ୨୦୨୬-୨୭ରେ
ଅଭିନେତା ପୁନିତ ଇସରଙ୍କୁ ନାଟ୍ୟମଣ୍ଡପ ମଞ୍ଚରେ ଦେଖିବାକୁ ମିଳିବ ବୋଲି ସୋସିଆଲ ମିଡିଆରେ
ସୂଚନା ଦେଇଛନ୍ତି ବିବାଦୀୟ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ।
କେବଳ ସେତିକିନୁହେଁ, ନାଟ୍ୟମଣ୍ଡପରେ ବଲିଉଡ୍ର ଆସିକ୍ ରାହୁଲ ରୟ ନଜର ଆସିଥିବା ବେଳେ ଏହାର
ଟାଇଟଲ ଗୀତକୁ ସୋନୁ ନିଗମ ଗାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା