ସିକ୍କିମରେ ପଂହଚିଲେ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ
ଗ୍ୟାଙ୍ଗଟକ, ୦୧ ମଇ (ହି.ସ.)। ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ନ୍ୟାୟମୂର୍ତ୍ତି ସୁର୍ଯ୍ୟକାନ୍ତ ଶୁକ୍ରବାର ସିକ୍କିମ୍ ଗସ୍ତରେ ପହଞ୍ଚିଛନ୍ତି। ସେ ରାଜଧାନୀ ଗାଙ୍ଗଟକରେ ପ୍ରଯୁକ୍ତି ଏବଂ ନ୍ୟାୟିକ ଶିକ୍ଷା ଉପରେ ଆୟୋଜିତ ହେଉଥିବା ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ
ସିକ୍କିମରେ ପଂହଚିଲେ     ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ


ଗ୍ୟାଙ୍ଗଟକ, ୦୧ ମଇ (ହି.ସ.)। ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ

ନ୍ୟାୟମୂର୍ତ୍ତି ସୁର୍ଯ୍ୟକାନ୍ତ ଶୁକ୍ରବାର ସିକ୍କିମ୍ ଗସ୍ତରେ ପହଞ୍ଚିଛନ୍ତି। ସେ ରାଜଧାନୀ

ଗାଙ୍ଗଟକରେ ପ୍ରଯୁକ୍ତି ଏବଂ ନ୍ୟାୟିକ ଶିକ୍ଷା ଉପରେ ଆୟୋଜିତ ହେଉଥିବା ଦୁଇ ଦିନିଆ ଜାତୀୟ

ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସିକ୍କିମ୍ ଆସିଛନ୍ତି। ଏହି ସମ୍ମିଳନୀ ୧ ଏବଂ ୨ ମଇ ୨୦୨୬

ରେ ଆୟୋଜିତ ହେବ।

ମୁଖ୍ୟ ନ୍ୟାୟାଧୀଶ

ସିକ୍କିମ୍ ଏବଂ ପଶ୍ଚିମବଙ୍ଗର ସୀମା ସହର ରାଙ୍ଗପୋ ପର୍ଯ୍ୟଟନ ସୁବିଧା କେନ୍ଦ୍ରରେ ପହଞ୍ଚିବା

ପରେ ସିକ୍କିମ୍ ପୋଲିସ୍ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ।

ସିକ୍କିମ୍ ଉଚ୍ଚ

ନ୍ୟାୟାଳୟର ନ୍ୟାୟାଧୀଶ ନ୍ୟାୟମୂର୍ତ୍ତି ମୀନାକ୍ଷୀ ମଦନ ରାଇ, ସିକ୍କିମ୍ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର୍ ଜେନେରାଲ୍ କର୍ମା ୱାଙ୍ଗଚୁକ୍

ଭୋଟିଆ,

ରେଜିଷ୍ଟ୍ରାର୍ ଜ୍ୟୋତି ଖଡ୍କା ଏବଂ ରାଜ୍ୟ ଆଇନ ସଚିବ ସୁରଜ ଛେତ୍ରୀ

ଆଦି ମୁଖ୍ୟ ନ୍ୟାୟାଧୀଶ ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande