ହସ୍ପିଟାଲରୁ ଘରକୁ ଫେରିଲେ ସୋନିଆ ଗାନ୍ଧି
ନୂଆଦିଲ୍ଲୀ, 13 ମଇ (ହି.ସ.)। କଂଗ୍ରେସ ସାଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ନିୟମିତ ଚିକିତ୍ସା ପରୀକ୍ଷା ପରେ ଘରକୁ ଫେରି ଆସିଛନ୍ତି। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ ଏକ ବିବୃତ୍ତିରେ କହିଛନ୍ତି ଯେ, ସୋନିଆ
ହସ୍ପିଟାଲରୁ ଘରକୁ ଫେରିଲେ ସୋନିଆ ଗାନ୍ଧି


ନୂଆଦିଲ୍ଲୀ, 13 ମଇ (ହି.ସ.)। କଂଗ୍ରେସ ସାଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ବୁଧବାର ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ନିୟମିତ ଚିକିତ୍ସା ପରୀକ୍ଷା ପରେ ଘରକୁ ଫେରି

ଆସିଛନ୍ତି।

କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ ଏକ ବିବୃତ୍ତିରେ କହିଛନ୍ତି ଯେ,

ସୋନିଆ

ଗାନ୍ଧୀ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ନିୟମିତ ଚିକିତ୍ସା ପରୀକ୍ଷା କରାଇବା ପରେ

ବର୍ତ୍ତମାନ ଘରକୁ ପହଞ୍ଚି ସାରିଛନ୍ତି।

ଉଲ୍ଲେଖନୀୟ ଯେ, ଏହାପୂର୍ବରୁ 24 ମାର୍ଚ୍ଚରେ ତାଙ୍କ ଶାରୀରିକ ଅସୁସ୍ଥତା

ବଢ଼ିଯାଇଥିବାରୁ ତାଙ୍କୁ ଦିଲ୍ଲୀର ସର ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେତେବେଳେ ଫୁସଫୁସ ସମ୍ବନ୍ଧୀୟ ସମସ୍ୟା କାରଣରୁ ଡାକ୍ତର ଅରୂପ ବସୁଙ୍କ ନିର୍ଦ୍ଦେଶନାରେ ତାଙ୍କର

ଚିକିତ୍ସା କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande