ଡାକଘର ବାରମ୍ବାର ପରିବର୍ତନ ଯୋଗୁଁ ଗ୍ରାହକ ହନ୍ତସନ୍ତ
ଗଞାମ, ୨୮ ମେ (ହି.ସ.) ବ୍ରହ୍ମପୁର ସହରର ବ୍ରଜନଗର ଶାଖା ଡାକଘରର ବାରମ୍ବାର ପରିବର୍ତନ ଯୋଗୁଁ ଗ୍ରାହକ ମାନେନାହିଁନଥିବା ହଟହଟାରସମ୍ମୁଖୀନ ହେଉଛନ୍ତି । କିଛିଦିନ ମଧ୍ୟରେ ତିନୋଟି ଗୃହ ପରିବର୍ତନ କରିଗଲାଣି। ବର୍ତମାନ ଯେଉଁ ଗୃହ ରେ ଡାକଘର ରହିଛି,ତାହା ଦୁଇମହଲା ଉପରେ ରହିଛି। ବୟସ୍କ ଓ ଦୁର୍ବଳ ବ୍ୟକ
ଡାକଘର ବାରମ୍ବାର ପରିବର୍ତନ ଯୋଗୁଁ ଗ୍ରାହକ ହନ୍ତସନ୍ତ


ଗଞାମ, ୨୮ ମେ (ହି.ସ.) ବ୍ରହ୍ମପୁର ସହରର ବ୍ରଜନଗର ଶାଖା ଡାକଘରର ବାରମ୍ବାର ପରିବର୍ତନ ଯୋଗୁଁ ଗ୍ରାହକ ମାନେନାହିଁନଥିବା ହଟହଟାରସମ୍ମୁଖୀନ ହେଉଛନ୍ତି । କିଛିଦିନ ମଧ୍ୟରେ ତିନୋଟି ଗୃହ ପରିବର୍ତନ କରିଗଲାଣି। ବର୍ତମାନ ଯେଉଁ ଗୃହ ରେ ଡାକଘର ରହିଛି,ତାହା ଦୁଇମହଲା ଉପରେ ରହିଛି। ବୟସ୍କ ଓ ଦୁର୍ବଳ ବ୍ୟକ୍ତିମାନେ ଉପରକୁସିଡ ିଚଢି ଡାକଘରକୁ ଯାଇ କାରବାର କରିପାରୁନାହାଁନ୍ତି । ଏଣୁ ଡାକ ବିଭାଗ ସୁପରିନ୍ ଟେଣ୍ଡଂଟ ଘଟଣାର ଅନୁଧ୍ୟାନ କରି ତୁରନ୍ତ ଏହାର ପରିବର୍ତନ କରିବା ପାଇଁ ସାଧାରଣରେ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande