ଦୁସ୍କର୍ମ ମାମଲାରେ ଯୁବକ ଗିରଫ
ଗଂଜାମ, 29 ମେ (ହି.ସ.) ଗଂଜାମ ଜିଲା ଶେରଗଡ ଥାନା ଅଂଚଳରେ 5ବର୍ଷର ଶିଶୁକନ୍ୟାକୁ ଜଣେ ଯୁବକ ପ୍ରଲୋଭିତ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇା ପରିବାର ପକ୍ଷରୁ ଶେରଗଡଥାନାରେ ଅଭିଯୋଗ ହୋଇଛି । ପୁଲିସ ଏହାର ତଦନ୍ତ କରି ଦୁଷ୍କର୍ମକାରୀ ଯୁବକ ବଳରାମ ସାହୁକୁ ଗିରଫ କରି କୋର୍ଟ ଚାଲାଣ
ଦୁସ୍କର୍ମ ମାମଲାରେ ଯୁବକ ଗିରଫ


ଗଂଜାମ, 29 ମେ (ହି.ସ.)

ଗଂଜାମ ଜିଲା ଶେରଗଡ ଥାନା ଅଂଚଳରେ 5ବର୍ଷର ଶିଶୁକନ୍ୟାକୁ ଜଣେ ଯୁବକ ପ୍ରଲୋଭିତ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇା ପରିବାର ପକ୍ଷରୁ ଶେରଗଡଥାନାରେ ଅଭିଯୋଗ ହୋଇଛି । ପୁଲିସ ଏହାର ତଦନ୍ତ କରି ଦୁଷ୍କର୍ମକାରୀ ଯୁବକ ବଳରାମ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଂଜୁର ହେବାରୁ ଉକ୍ତ ଯୁବକଙ୍କୁ ଜେଲ ପଠାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande