ଭୁବନେଶ୍ୱର ଉପକଣ୍ଠରେ ଅଟକିଲା ବାଲ୍ୟ ବିବାହ
ଭୁବନେଶ୍ୱର, ୨୯ ମଇ (ହି.ସ.) - ଭୁବନେଶ୍ୱର ଉପକଣ୍ଠରେ ବାଲ୍ୟ ବିବାହ ବନ୍ଦ ହୋଇଛି । ଭୁବନେଶ୍ୱର ପାହାଳ ଥାନା ଅନ୍ତର୍ଗତ ଧମିଲୋ ଗାଁରେ ବାଲ୍ୟ ବିବାହ ଚାଲିଥିଲା। ଖବର ପାଇ ଶିଶୁ ସୁରକ୍ଷା ୟୁନିଟ୍ ପୋଲିସ୍ ସହାୟତାରେ ଚଢ଼ାଉ କରି ବାଲ୍ୟ ବିବାହ ବନ୍ଦ କରାଇଥିଲେ। ନାବାଳିକା କନ୍ୟା ଉଦ୍ଧାର ହୋଇଥିବା
child marriage


ଭୁବନେଶ୍ୱର, ୨୯ ମଇ (ହି.ସ.) - ଭୁବନେଶ୍ୱର ଉପକଣ୍ଠରେ ବାଲ୍ୟ ବିବାହ ବନ୍ଦ ହୋଇଛି । ଭୁବନେଶ୍ୱର ପାହାଳ ଥାନା ଅନ୍ତର୍ଗତ ଧମିଲୋ ଗାଁରେ ବାଲ୍ୟ ବିବାହ ଚାଲିଥିଲା। ଖବର ପାଇ ଶିଶୁ ସୁରକ୍ଷା ୟୁନିଟ୍ ପୋଲିସ୍ ସହାୟତାରେ ଚଢ଼ାଉ କରି ବାଲ୍ୟ ବିବାହ ବନ୍ଦ କରାଇଥିଲେ। ନାବାଳିକା କନ୍ୟା ଉଦ୍ଧାର ହୋଇଥିବା ବେଳେ ବରକୁ ପୋଲିସ ଅଟକ ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande