ଭାରତ ରତ୍ନ ଚୌଧୁରୀ ଚରଣ ସିଂହଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 29 ମେ (ହି.ସ.)- ଭାରତ ରତ୍ନ ଚୌଧୁରୀ ଚରଣ ସିଂହଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କୃଷକ କଲ୍ୟାଣ ପାଇଁ ସାରାଜୀବନ ସମର୍ପିତ ଥିବା ପୂର
ଚରଣ ସିଂ


ଭୁବନେଶ୍ୱର, 29 ମେ (ହି.ସ.)- ଭାରତ ରତ୍ନ

ଚୌଧୁରୀ ଚରଣ ସିଂହଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କୃଷକ

କଲ୍ୟାଣ ପାଇଁ ସାରାଜୀବନ ସମର୍ପିତ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ‘ଭାରତ ରତ୍ନ’ ଚୌଧୁରୀ ଚରଣ ସିଂହଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି।

କୃଷକମାନଙ୍କ ପ୍ରତି

ତାଙ୍କର ଅତୁଟ ସମର୍ପଣ ଆଜି ମଧ୍ୟ ଆମକୁ ‘ଅନ୍ନଦାତା’ଙ୍କ ସମ୍ମାନ ଏବଂ ସମୃଦ୍ଧ ଭାରତର ସଙ୍କଳ୍ପକୁ ସାକାର କରିବା ପାଇଁ

ପ୍ରେରଣା ଦେଇଆସୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande