
ଘଟଗାଁ ୩୦ ମେ( ହିସ) ଆନନ୍ଦପୁର ପ୍ରେସ୍ ପରିଷଦର ପକ୍ଷୁରୁ ଓ ଏ ଏସ୍ ଟପର ବୁବୁନ୍ ସାହୁ ଙ୍କୁ ପୁଷ୍ପଗୁଚ୍ଛ ସହ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଆନନ୍ଦପୁର ବ୍ଲକ ଅନ୍ତର୍ଗତ ହରିଡ଼ାପାଳ ପଂଚାୟତ ଟୋଲଙ୍କପ ଲଙ୍କପଡ଼ା ଗ୍ରାମର ବୁବୁନ ବନ୍ ସାହୁ ଚଳିତ ବର୍ଷ ଓଏଏସ୍ ପରୀକ୍ଷାରେ ଟପ୍ସର ହୋଇ ପୂବା ବେଳେ ବେଳେ ୩୦ ତାରିଖ ଶନିବାର ଦିନ ଆନନ୍ଦପୁର ଉପ-ଜିଲ୍ଲାପାଳ, ଆନନ୍ଦପୁର ବ୍ଲକ ଓ ପ୍ରେସ୍ ପରି ପରିଷଦ ପକ୍ଷରୁ ତାଙ୍କୁ ସମ୍ବନ୍ଧିତ କରାଯ ରାଯାଇଥିବାର ଦେଖାଯାଇଛି । ଟୋଲଙ୍କପଡା ଗ୍ରାମର ଭଗବାନ । ସାହୁ ଓ କୁଞ୍ଜଲତା ସାହୁଙ୍କ ସୁପୁତ୍ର ବୁବୁନ୍ ସାହୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୋଲିସ ଏକାଡ଼େମୀରେ ପ୍ରଶିକ୍ଷଣ ନେଉଥିବା ବେଳେ ପୂର୍ବ ବର୍ଷ ଓଏଏସ୍ ପରୀକ୍ଷାରେ ୪୦ଲ୍ୟାଙ୍କରେ କୃତକାର୍ଯ୍ୟ ହୋଇଥିବାବେଳେ ଚଳିତ ବର୍ଷ ମୋଟ୍ ୨୦ ୦୦ଜଣ କୃତୀ ଛାତ୍ରଛାତ୍ରମାନଙ୍କ ମଧ୍ୟରୁ ସେ ଓଏଏସ୍ ଟପ୍ପର ଟି ହୋଇଛନ୍ତି । ତାଙ୍କର ଏହି ସଫଳତା କେନ୍ଦୁଝର ଜିଲ୍ଲା ସହ ଆନନ୍ଦପୁର ଉପଖଣ୍ଡକୁ ଗର୍ବିତ କରିଥିବା ବେଳେ ଶନିବାର ଦିନ ଆନନ୍ଦପୁର ଉପ-ଜିଲ୍ଲାପାଳ ନିଳମାଧବ ସୁନା କାର୍ଯ୍ୟାଳୟ ପରିସରରେ ତାଙ୍କୁ ଉ ରୀୟ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବନ୍ଧିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସେହିପରି ଆନନ୍ଦପୁର ବିଡ଼ିଓ ମନୋଜ କୁମାର ମହାନ୍ତ ବ୍ଲକ କାର୍ଯ୍ୟାଳୟ ପରିସରରେ ଉତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବନ୍ଧିତ କରିବା ସହ ଜଗନ୍ନାଥଙ୍କ ତୈଳ ଫଟୋଚିତ୍ର ପ୍ରଦାନ କରିଥିଲେ । ଆନନ୍ଦପୁର ପ୍ରେସ୍ ପରିଷଦର ର ସଭାପତି ନିରାକାର ଦଳେଇଙ୍କ ନେତୃତ୍ୱରେ ସାମ୍ବାଦିକ ରତିକାନ୍ତ ସାହୁ, ହରେକୃଷ୍ଣ ପାତ୍ର,ଗଣେଶ୍ୱର ମହାନ୍ତି ଓ ଦୀପକ ମହାରଣା ପ୍ରମୁଖ ଟପର ବୁବୁନ୍ ସାହୁ ଙ୍କୁ ପୁଷ୍ପଗୁଚ୍ଛ ସହ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ