ବଜ୍ରାଘାତ ରେ ମହିଳା ମୃତ
ଜୟପୁର, ୩୦ ମେ (ହି.ସ.) - ବଜ୍ରାଘାତ ରେ ଜଣେ ମହିଳା ମୃତ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ସେମଳା ଗ୍ରାମର ଉଷା ପୂଜାରୀ ବୟସ ୨୭ ସନ୍ଧ୍ୟା ସମୟରେ ନିଜ ଘର ବାହାରେ କାଠ ସଂଗ୍ରହ କରୁଥିବା ବେଳେ ହଠାତ କାଳବୈଶାଖୀ ପବନ ବର୍ଷା ଆରମ୍ଭ ହୋଇ ବଜ୍ରପାତ ହୋଇଥିଲା ଫଳରେ ଉଷା ପୂଜାରୀ ଅଚେତ ହୋଇ ତଳେ ପଡିଯିବା ଯ
ବଜ୍ରାଘାତ ରେ ମହିଳା ମୃତ


ଜୟପୁର, ୩୦ ମେ (ହି.ସ.) - ବଜ୍ରାଘାତ ରେ ଜଣେ ମହିଳା ମୃତ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ସେମଳା ଗ୍ରାମର ଉଷା ପୂଜାରୀ ବୟସ ୨୭ ସନ୍ଧ୍ୟା ସମୟରେ ନିଜ ଘର ବାହାରେ କାଠ ସଂଗ୍ରହ କରୁଥିବା ବେଳେ ହଠାତ କାଳବୈଶାଖୀ ପବନ ବର୍ଷା ଆରମ୍ଭ ହୋଇ ବଜ୍ରପାତ ହୋଇଥିଲା ଫଳରେ ଉଷା ପୂଜାରୀ ଅଚେତ ହୋଇ ତଳେ ପଡିଯିବା ଯୋଗୁଁ ସଙ୍ଗେ ସଙ୍ଗେ ପରିବାର ଲୋକେ ବୋରିଗୁମ୍ମା ମେଡ଼ିକାଲ କୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande