ଭୁବନେଶ୍ୱର, 30 ମେ (ହି.ସ.)- ଘରୋଇ ବସ୍
ମାଲିକ ସଂଘ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଡିଜେଲ୍ ଦର ବୃଦ୍ଧି ପରେ ଘରୋଇ ବସ୍
ମାଲିକ ସଂଘର ବୈଠକ ବସିଛି । ବସ୍ ଭଡ଼ା ବୃଦ୍ଧି ହେବ କି ନାହିଁ ସେ ନେଇ ବୈଠକରେ ନିଷ୍ପତ୍ତି
ନିଆଯାଇପାରେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
30 May 2026
ଭଦ୍ରକ, ୩୦ ମଇ (ହି.ସ.) - ରାଜ୍ୟର ଦ୍ୱିତୀୟ ବୃହତମ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଗତ କିଛିବର୍ଷ ଧରି ବେଶ୍ ଚର୍ଚ୍ଚାରେ ରହିଆସିଛି। ଏହି ଚର୍ଚ୍ଚା ତାର ପୁରୁଣା ଖ୍ୟାତିକୁ ନୁହଁ ବରଂ କିଛିଦିନ ଧରି ଲାଗିରହିଥିବା ଅପଖ୍ୟାତିକୁ ନେଇ ଏହି ଶିକ୍ଷାନୁଷ୍ଠାନଟିର ବର୍ତମାନର ଦୁର୍ଗତି ପ୍ରତି କାହାରି ..
ଭଦ୍ରକ, ୩୦ ମଇ (ହି.ସ.) -ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଗେଲପୁର ପଂଚାୟତର ଆରଡ଼ି ଛକ - ଆଖଣ୍ଡଳମଣି ରାସ୍ତାଟି ଏବେ କେତେକ ମଦ୍ୟପ ଓ ବେପରୱା ଗାଡି ଚାଳକଙ୍କ ପାଇଁ ମୃତ୍ୟୁ ଯନ୍ତା ପାଲଟିଛି। ଯାହାର ନଜିର ଆଜି ଏକ ପାଉଁଶ ବୋଝେଇ ଟ୍ରକ ଚାଳକର ଅମାନବୀୟ କାର୍ଯ୍ୟରୁ ପ୍ରମାଣିତ ହୋଇଛି। ଆଜି ସକାଳ ..
Puri , odisha, 30 ମେ (ହି.ସ.) ସହକାରୀ ସୂଚନା ଅଧିକାରୀ ଙ୍କୁ ଅବସର ସମ୍ବର୍ଦ୍ଧନା ପୁରୀ ୩୦/୫ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରେ କାର୍ଯ୍ୟରତ ସହକାରୀ ସୂଚନା ଅଧିକାରୀ ବା ଏଆଇଓ ରାଜେନ୍ଦ୍ର କୁମାର ପାତ୍ର ସରକାରୀ କାର୍ଯ୍ୟ ରୁ ଅବସର ଗ୍ରହଣ କରିଛନ୍ତି।ଏହି ଅବସରରେ ପୁରୀ ଜିଲ୍ଲା ସୂଚନା ଓ ଲୋକ ..
ଭଦ୍ରକ, ୩୦ ମଇ (ହି.ସ.) - ସ୍ଥାନୀୟ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଶାରଦା ବିଦ୍ୟାମନ୍ଦିର ସଭା କକ୍ଷରେ ଛଅଦିନ ବ୍ୟାପି ଶିକ୍ଷକ ପ୍ରଶିକ୍ଷଣ ଶିବିର ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରର ପ୍ରଥମ ଦିବସର ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha