ଜିଆର୍ପି କନଷ୍ଟେବଲ୍ ସୌମ୍ୟ ହତ୍ୟା ଘଟଣାରେ ପରିବାରର ଧାରଣା
ଭୁବନେଶ୍ୱର, 30 ମେ (ହି.ସ.)- ଜିଆର୍ପି କନଷ୍ଟେବଲ୍ ସୌମ୍ୟ ହତ୍ୟା ଘଟଣାରେ ଭୁବନେଶ୍ବର ଲୋୟର ପିଏମ୍ଜିରେ ସୌମ୍ୟଙ୍କ ପରିବାର ଲୋକେ ଧାରଣା ଦେଇଛନ୍ତି । ନ୍ୟାୟ ଦାବି ଓ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି କରି ପରିବାର ଲୋକେ ଧାରଣା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତର
ସୌମ୍ୟ ପରିବାର


ଭୁବନେଶ୍ୱର, 30 ମେ (ହି.ସ.)- ଜିଆର୍ପି

କନଷ୍ଟେବଲ୍ ସୌମ୍ୟ ହତ୍ୟା ଘଟଣାରେ ଭୁବନେଶ୍ବର ଲୋୟର ପିଏମ୍ଜିରେ ସୌମ୍ୟଙ୍କ ପରିବାର ଲୋକେ

ଧାରଣା ଦେଇଛନ୍ତି । ନ୍ୟାୟ ଦାବି ଓ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି କରି ପରିବାର ଲୋକେ

ଧାରଣା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତରେ ଭରସା ନଥିବା ସୌମ୍ୟଙ୍କ ମାଆ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande