
ଭୁବନେଶ୍ୱର, 30 ମେ (ହି.ସ.)- ଥାର୍ ଚଢ଼ାଇ
ହତ୍ୟା ଘଟଣାରେ ମୃତକଙ୍କ ଭଉଣୀଙ୍କ ସଙ୍ଗୀନ ଅଭିଯୋଗ କରିଛନ୍ତି । ସାଙ୍ଗ ହିଁ ହତ୍ୟାକାରୀ ବୋଲି
ମୃତକଙ୍କ ଭଉଣୀ କହିଛନ୍ତି ।
ସେ କହିଛନ୍ତି ଯେ,ପୋଲିସ ଅଟକ
ରଖିଥିବା ୫ ଜଣଙ୍କ ମଧ୍ୟରୁ ଜଣେ ଭାଇର ସାଙ୍ଗ । ଗୋଡ଼ାଇ ଗୋଡ଼ାଇ ପିଟିବା ପରେ ଗାଡ଼ି ଚଢ଼ାଇ
ଦେଇଛନ୍ତି । ଘଟଣାସ୍ଥଳରେ ହିଁ ଭାଇର ମୃତ୍ୟୁ ହୋଇଛି । ଘରକୁ ଫେରୁଥିଲେ,
ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସେ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା