ଗୋଆ ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 30 ମେ (ହି.ସ.)- ଗୋଆ ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଗୋଆ ରାଜ୍ୟ ସ୍ଥାପନା ଦିବସ ଅବସରରେ ଗୋଆବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଗୋଆର ଅନନ୍ୟ
ଗୋଆ ସ୍ଥାପନା ଦିବସର     ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା


ଭୁବନେଶ୍ୱର, 30 ମେ (ହି.ସ.)- ଗୋଆ ସ୍ଥାପନା

ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ

ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଗୋଆ ରାଜ୍ୟ ସ୍ଥାପନା ଦିବସ ଅବସରରେ ଗୋଆବାସୀଙ୍କୁ

ହାର୍ଦ୍ଦିକ ଶୁଭେଚ୍ଛା।

ଗୋଆର ଅନନ୍ୟ ସାଂସ୍କୃତିକ

ଐତିହ୍ୟ, ମନୋରମ ପ୍ରାକୃତିକ

ସୌନ୍ଦର୍ଯ୍ୟ ଏବଂ ଜୀବନ୍ତ ଉତ୍ସାହ ଆମ ଦେଶକୁ ଅଧିକ ସମୃଦ୍ଧ କରିଥାଏ। ସମସ୍ତ ଗୋଆବାସୀଙ୍କ

ଜୀବନରେ ନିରନ୍ତର ଉନ୍ନତି, ସମୃଦ୍ଧି ଓ

ସୁଖ-ଶାନ୍ତି କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande