
ଗଂଜାମ, ୩୦ ମଇ (ହି.ସ.)- ପିତଳରେ କିଛିଦିନ ହେଲା ବେଆଇନ ଭାବେ ମଦ ବିକ୍ରି ହେଉଥିବା ଖବର ପାଇ ହିଂଜିଳିକାଟୁ ପୁଲିସ ସଦଳବଳେ ପିତଳରେ ପହଂଚି ପ୍ରଦୀପ ଦାସଙ୍କ ଘରେ ଚଢଉ କରିଥିଲେ। ଘର ମଧ୍ୟରୁ ୭୮ ଲିଟର ବେଆଇନ ଗଛିତ ବିଦେଶୀ ମଦ ଜବତ କରି ପ୍ରଦୀପକୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ