ଥାନାରେ ପୋଲିସର ଥାର୍ଡ଼ ଡିଗ୍ରୀରେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଘଟଣା : ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ
ଗଞ୍ଜାମ, ୧ ଜୁନ୍ (ହି.ସ.)-କବିସୂର୍ଯ୍ୟ ନଗର ଥାନାରେ ପୋଲିସର ଥାର୍ଡ଼ ଡିଗ୍ରୀରେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି l ଆଇପିଏସ ନୀତିଶ ମିଶ୍ରଙ୍କୁ ଜିଲା ମୂଖ୍ଯ କାର୍ଯ୍ଯାଳୟକୁ ବଦଳି କରାଯାଇଛି। ଜଣେ କନେଷ୍ଟବଳଙ୍କୁ ଚାକିରିରୁ ସବୁଦିନ ପାଇଁ ବହିଷ
ଥାନାରେ ପୋଲିସର ଥାର୍ଡ଼ ଡିଗ୍ରୀରେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଘଟଣା : ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ


ଗଞ୍ଜାମ, ୧ ଜୁନ୍ (ହି.ସ.)-କବିସୂର୍ଯ୍ୟ ନଗର ଥାନାରେ ପୋଲିସର ଥାର୍ଡ଼ ଡିଗ୍ରୀରେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି l

ଆଇପିଏସ ନୀତିଶ ମିଶ୍ରଙ୍କୁ ଜିଲା ମୂଖ୍ଯ କାର୍ଯ୍ଯାଳୟକୁ ବଦଳି କରାଯାଇଛି। ଜଣେ କନେଷ୍ଟବଳଙ୍କୁ ଚାକିରିରୁ ସବୁଦିନ ପାଇଁ ବହିଷ୍କାର କରାଯାଇଛି। ଏହି ଥାନାର ସମସ୍ତ କର୍ମଚାରୀଙ୍କୁ ଅନ୍ଯତ୍ର ବଦଳି କରାଯିବ ବୋଲି ଗଂଜାମ ଏସପି ହରିଶ ବିଶି ଆଜି ସୂଚନାଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande