ପଂଚମ ର ମାସନ୍ତ ସଂଗୀତ ସଂଧ୍ୟା.
ବଲାଙ୍ଗିର, ୦୧ ଜୁନ୍ (ହି.ସ.) ଗତକାଲି ସଙ୍ଗୀତ ବିଦ୍ୟାଳୟ ପଂଚମ ର ନୃତ୍ୟ ବିଭାଗ ପ୍ରକୋଷ୍ଠ ରେ ପ୍ରତ୍ୟେକ ମାସ ଶେଷ ରବିବାର ଭଳି ଚଳିତ ମାସର ର ମାସାନ୍ତ ରବିବାସରୀୟ ସଙ୍ଗୀତ ସନ୍ଧ୍ୟା ଆୟୋଜିତ ହୋଇ ଯାଇଛି. ବରିଷ୍ଠ କଣ୍ଠ ଶିଳ୍ପୀ ମୁରଲି ପତିଙ୍କ ପ୍ରାରମ୍ଭିକ ପାରମ୍ପରିକ ଭଜନ ପୟୋଜି ମେନେ ରାମ ରତନ ଧ
ପଞ୍ଚମ ର ମାସନ୍ତ ସଂଗୀତ ସଂଧ୍ୟା


ପଞ୍ଚମ ର ମାସନ୍ତ ସଂଗୀତ ସଂଧ୍ୟା


ପଞ୍ଚମ ର ମାସନ୍ତ ସଂଗୀତ ସଂଧ୍ୟା


ବଲାଙ୍ଗିର, ୦୧ ଜୁନ୍ (ହି.ସ.) ଗତକାଲି ସଙ୍ଗୀତ ବିଦ୍ୟାଳୟ ପଂଚମ ର ନୃତ୍ୟ ବିଭାଗ ପ୍ରକୋଷ୍ଠ ରେ ପ୍ରତ୍ୟେକ ମାସ ଶେଷ ରବିବାର ଭଳି ଚଳିତ ମାସର ର ମାସାନ୍ତ ରବିବାସରୀୟ ସଙ୍ଗୀତ ସନ୍ଧ୍ୟା ଆୟୋଜିତ ହୋଇ ଯାଇଛି. ବରିଷ୍ଠ କଣ୍ଠ ଶିଳ୍ପୀ ମୁରଲି ପତିଙ୍କ ପ୍ରାରମ୍ଭିକ ପାରମ୍ପରିକ ଭଜନ ପୟୋଜି ମେନେ ରାମ ରତନ ଧନ ପୟୋ ଗୀତ ରୁ କାର୍ଯ୍ୟକ୍ରମ କର୍ମ ଆରମ୍ଭ ହୋଇଥିବା ବେଳେ କଣ୍ଠଶିଳ୍ପୀ ଆୟୁଷ୍ମାନ ପାଣିଗ୍ରାହୀ ଆହେନିଳଶୈଳ ବିନାୟକ ମିଶ୍ର ଙ୍କ ମୁଇଅଛେ ରେ ସ୍ମୁତି ବିନ୍ଦୁ ଝାଙ୍କର ଜଗତର ନାଥ ଆହେ ଜଗନାଥ, ଅଙ୍କିତ ସାହୁ ଦିନର ସୁରୁଜ ତୁ ମୋ ରାତିର ତାରା, ଏକାପାର୍ଣ୍ଣିକା ମିଶ୍ର କୋଶଲ ମାଇଟ ମା ମୋର, ଗାୟତ୍ରୀ ପୋଢ଼ ହାତୀ ଘୋଡା ପ୍ରଭୃତି ଗୀତ ପରିବେଷଣ କରିଥିବା ବେଳେ ବାଦ୍ୟଯନ୍ତ୍ର ରେ ସଂସ୍କାର ସ୍ୱରୂପ ମିଶ୍ର, ଅଂଶୁମାନ ପଣ୍ଡା, ଅଦ୍ୱେତ କୁମାର ସାହୁ,ରୁଦ୍ରାନ୍ସ ବ୍ରହ୍ମ୍ଛା, ସତ୍ୱିକ ହୋତା,ଆୟୁଷ କୁମାର ପ୍ରଧାନ,ଜି. କୁମାର,ସାତ୍ୱିକ ହୋତା ବିଶ୍ୱନାଥ ବାବୁ,ପ୍ରଭୁତି ସହଯୋଗ କରିଥିଲେ କାର୍ଯ୍ୟକ୍ରମ କୂ ଗୁରୁଃଶ୍ରୀ ଗୌର କିଶୋର ମହାପାତ୍ର, କ୍ରିଷ୍ଣରାଜ ପତି, ଶୁଭେନ୍ଦୁ ଜାଲ ଓ ରାଜ ହୋତା ସୁଚାରୁ ରୂପେ ସମ୍ପାଦନ କରିଥିଲେ । ସୂଚନା ଯୋଗ୍ୟ ଯେ ପ୍ରତେକ ମାସର ଶେଷ ରବିବାର ଆୟୁଜିତ ଏହି କାର୍ଯ୍ୟକ୍ରମ ଧୀରେ ଧୀରେ ଆଦୃତି ଲାଭ କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande