ଶେରଗଡରେ ଠିକାଦାର ସଂଘର ବୈଠକ
ଗଂଜାମ, ୧ ଜୁନ୍ (ହି.ସ.)- ଶେରଗଡ ବ୍ଳକ ଠିକାଦାର ସଂଘ ପକ୍ଷରୁ ସ୍ଥାନୀୟ ଦକ୍ଷିଣ କାଳୀ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସମସ୍ତେ ସରକାରଙ୍କ ନିର୍ଦ୍ଧାରିତ ଦରରେ ଟେଣ୍ଡର ପକାଇବା ଓ ଉନ୍ନତମାନର କାମ କରିବାକୁ ଆଲୋଚନା କରିଥିଲେ । ଗତ ପାଂଚ ବର୍ଷ ମଧ୍ୟରେ ଏହି ଅଂଚଳରେ ଯନ୍ତ୍ରୀ ଓ ଠ
ଶେରଗଡରେ ଠିକାଦାର ସଂଘର ବୈଠକ


ଗଂଜାମ, ୧ ଜୁନ୍ (ହି.ସ.)- ଶେରଗଡ ବ୍ଳକ ଠିକାଦାର ସଂଘ ପକ୍ଷରୁ ସ୍ଥାନୀୟ ଦକ୍ଷିଣ କାଳୀ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସମସ୍ତେ ସରକାରଙ୍କ ନିର୍ଦ୍ଧାରିତ ଦରରେ ଟେଣ୍ଡର ପକାଇବା ଓ ଉନ୍ନତମାନର କାମ କରିବାକୁ ଆଲୋଚନା କରିଥିଲେ । ଗତ ପାଂଚ ବର୍ଷ ମଧ୍ୟରେ ଏହି ଅଂଚଳରେ ଯନ୍ତ୍ରୀ ଓ ଠିକାଦାରଙ୍କ ସହମତିରେ ନିମ୍ନମାନର ରାସ୍ତା ଘାଟ ନିର୍ମାଣ ହୋଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande