ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା: ତଦନ୍ତ ପାଇଁ ଭୁବନେଶ୍ୱରରେ ଏନଏଚଆରସିର ୨ ଜଣିଆ ଟିମ୍
ଭୁବନେଶ୍ୱର, ୦୧ ଜୁନ (ହି.ସ) - ବାଲିଅନ୍ତାରେ ସୌମ୍ୟ ରଂଜନ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ୨ ଜଣିଆ ଟିମ୍ ସୋମବାର ଭୁବନେଶ୍ୱରରେ ପହଂଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ଏଚଏଚଆରସିର ୨ଅଧିକାରୀ ସିଧାସଳଖ ରାଜ୍ୟ ଅତିଥି ଭବନ ଯାଇଛନ୍ତି। ଅନ୍ୟପକ୍ଷ
NHRC


ଭୁବନେଶ୍ୱର, ୦୧ ଜୁନ (ହି.ସ) - ବାଲିଅନ୍ତାରେ ସୌମ୍ୟ ରଂଜନ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ୨ ଜଣିଆ ଟିମ୍ ସୋମବାର ଭୁବନେଶ୍ୱରରେ ପହଂଚିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ଏଚଏଚଆରସିର ୨ଅଧିକାରୀ ସିଧାସଳଖ ରାଜ୍ୟ ଅତିଥି ଭବନ ଯାଇଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ନେଇ ତତ୍କାଳୀନ ବାଲିଅନ୍ତା ଆଇଆଇସି ଏନଏଚଆରସି ଟିମ୍ ପାଖରେ ହାଜର ହୋଇଛନ୍ତି। ଏହି ଟିମ୍ ଆସନ୍ତା ୬ ତାରିଖ ଯାଏଁ ଓଡ଼ିଶାରେ ରହି ତଦନ୍ତ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande