କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ଫ୍ୟାାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲା ବିଜେଡି
ଭୁବନେଶ୍ୱର,୦୨ ଜୁନ (ହି.ସ)- କବିସୂର୍ଯ୍ୟନଗର ସୁଶାନ୍ତ ସାହୁ ହାଜତ ମୃତ୍ୟୁ ମାମଲାରେ ବିଜେଡି ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛି। ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ରେ ଦକ୍ଷିଣ ଓଡ଼ିଶାର ୧୨ ନେତା ରହିଛନ୍ତି। ଏହି ଟିମ୍ ରେ ରହିଛନ୍ତି ରମେଶ ଚ୍ୟାଉପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଭୃଗୁ ବକ୍ସ
କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ଫ୍ୟାାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲା ବିଜେଡି


ଭୁବନେଶ୍ୱର,୦୨ ଜୁନ (ହି.ସ)- କବିସୂର୍ଯ୍ୟନଗର ସୁଶାନ୍ତ ସାହୁ ହାଜତ ମୃତ୍ୟୁ ମାମଲାରେ ବିଜେଡି ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛି। ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ରେ ଦକ୍ଷିଣ ଓଡ଼ିଶାର ୧୨ ନେତା ରହିଛନ୍ତି।

ଏହି ଟିମ୍ ରେ ରହିଛନ୍ତି ରମେଶ ଚ୍ୟାଉପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଭୃଗୁ ବକ୍ସିପାତ୍ର ,ଭଗବାନ ଗନ୍ତାୟତ , ଲତିକା ପ୍ରଧାନ , ରଂଜିତା ସାହୁ , ସଂଘମିତ୍ରା ଦଳେଇ , ମଂଜୁଳା ସ୍ୱାଇଁ , ଚିନ୍ମୟାନନ୍ଦ ଦେବ , ସୁଲକ୍ଷକ୍ଷଣା ଦେବୀ , ସୁବାସ ବେହେରା, ଓ ସୁବାସ ମହାରଣା। ବିଜେଡିର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମୃତକଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande