ଫେମା ଉଲ୍ଲଂଘନ ମାମଲାରେ ବେଦାନ୍ତ ଗ୍ରୁପ୍ ପରିସରରେ ଇଡି ରେଡ୍
ନୂଆଦିଲ୍ଲୀ, ଜୁନ ୨ (ହି.ସ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଦିନ ବିଦେଶୀ ମୁଦ୍ରା ପରିଚାଳନା ଅଧିନିୟମ (ଫେମା) ଉଲ୍ଲଂଘନ ମାମଲାରେ ବେଦାନ୍ତ ଗ୍ରୁପ୍ର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଇଡି ଟିମ୍ ସକାଳଠାରୁ ବେଦାନ୍ତ ଗ୍ରୁପ୍ ସହିତ ଜଡିତ ପରିସରରେ ଖୋଜାଖୋଜି କରୁଛନ୍ତି। ଚଢ଼ାଉ ସମୟରେ
प्रवर्तन निदेशालय (ईडी)


ନୂଆଦିଲ୍ଲୀ, ଜୁନ ୨ (ହି.ସ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଦିନ ବିଦେଶୀ ମୁଦ୍ରା ପରିଚାଳନା ଅଧିନିୟମ (ଫେମା) ଉଲ୍ଲଂଘନ ମାମଲାରେ ବେଦାନ୍ତ ଗ୍ରୁପ୍ର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି।

ଇଡି ଟିମ୍ ସକାଳଠାରୁ ବେଦାନ୍ତ ଗ୍ରୁପ୍ ସହିତ ଜଡିତ ପରିସରରେ ଖୋଜାଖୋଜି କରୁଛନ୍ତି। ଚଢ଼ାଉ ସମୟରେ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ ପ୍ରମାଣ ଯାଞ୍ଚ କରାଯାଉଛି। ଅପରେସନ୍ ଏବେ ବି ଜାରି ରହିଛି।

ସୂତ୍ରରୁ ପ୍ରକାଶ ଯେ ଫେମା ନିୟମର ଉଲ୍ଲଂଘନ ଅଭିଯୋଗରେ ଚାଲିଥିବା ତଦନ୍ତ ସମ୍ପର୍କରେ ଏହି ଚଢ଼ାଉ କରାଯାଇଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande