ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କୁ ମାଜିଷ୍ଟ୍ରେଟ କ୍ଷମତା , ନିଷ୍ପତି ଖୁବ୍ ଶୀଘ୍ର
ଭୁବନେଶ୍ୱର,୦୨ ଜୁନ (ହି.ସ)- ଡିଏସଆର ବା ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କୁ ଦିଆଯିବ ମାଜିଷ୍ଟ୍ରେଟ କ୍ଷମତା। ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କୁ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ ନେଇ ସରକାର ଚିନ୍ତା କରୁଛନ୍ତି । ଖୁବ୍ଶୀଘ୍ର ନିଷ୍ପତି ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ
suresh pujari


ଭୁବନେଶ୍ୱର,୦୨ ଜୁନ (ହି.ସ)- ଡିଏସଆର ବା ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କୁ ଦିଆଯିବ ମାଜିଷ୍ଟ୍ରେଟ କ୍ଷମତା। ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କୁ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ ନେଇ ସରକାର ଚିନ୍ତା କରୁଛନ୍ତି । ଖୁବ୍ଶୀଘ୍ର ନିଷ୍ପତି ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କୁ କ୍ଷମତା ଦିଆଗଲେ ଅନେକ ସରକାରୀ କାର୍ଯ୍ୟ ଆଗେଇବ। କ୍ଷମତା ମିଳିବା ପରେ ସେମାନେ ଦୁର୍ନୀତିଖୋରଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରିପାରିବେ। ଏବେ ଉପଜିଲ୍ଲାପାଳଙ୍କ ଜରିଆରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande