ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ” ଉପରେ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ ଆଜି
ଭୁବନେଶ୍ୱର, 02 ଜୁନ (ହି.ସ.) ମହିଳା ଓ ଶିଶୁ ବିକାଶ ବିଭାଗ, ପକ୍ଷରୁ ଆଜି “ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ” ଉପରେ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ ଏବଂ ଏସୟୁଡବ୍ଲୁ ଶିଶୁମାନଙ୍କ ପାଇଁ ପୁନଃନିର୍ଦ୍ଧାରିତ ହିତାଧିକାର ଓ ସକାଳ ଜଳଖିଆ ଖର୍ଚ୍ଚ ଘୋଷଣା କାର୍ଯ୍ୟକ୍ରମ ଆୟୋଜିତ କରାଯିବ । ଉପମୁଖ୍ୟମନ
ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ” ଉପରେ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ ଆଜି


ଭୁବନେଶ୍ୱର, 02 ଜୁନ (ହି.ସ.) ମହିଳା ଓ ଶିଶୁ ବିକାଶ ବିଭାଗ, ପକ୍ଷରୁ ଆଜି “ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ” ଉପରେ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ ଏବଂ ଏସୟୁଡବ୍ଲୁ ଶିଶୁମାନଙ୍କ ପାଇଁ ପୁନଃନିର୍ଦ୍ଧାରିତ ହିତାଧିକାର ଓ ସକାଳ ଜଳଖିଆ ଖର୍ଚ୍ଚ ଘୋଷଣା କାର୍ଯ୍ୟକ୍ରମ ଆୟୋଜିତ କରାଯିବ । ଉପମୁଖ୍ୟମନ୍ତ୍ରୀ, ଶ୍ରୀମତୀ ପ୍ରଭାତୀ ପରିଡ଼ା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଡିଜିଟାଲ ବୁକଲେଟ୍ ଉନ୍ମୋଚନ କରିବା ସହିତ ସଂଶୋଧିତ ହିତାଧିକାର ଘୋଷଣା କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande