ସୌମ୍ୟ ହତ୍ୟା ମାମଲା : କ୍ରାଇମ୍ ସ୍ପଟ୍ ରେ ଏନଏଚଆରସି ଟିମ୍ ର ଛାନଭିନ୍
ଭୁବନେଶ୍ୱର,୦୨ ଜୁନ (ହି.ସ)- ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଓଡ଼ିଶା ଆସିଥିବା ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ର ୨ ଜଣିଆ ଟିମ୍ କ୍ରାଇମ୍ ସ୍ପଟ୍ ରେ ଛାନ୍ଭିନ୍ କରିଛନ୍ତି। ଏନଏଚଆରସି ଟିମ୍ ଘଟଣା ଘଟିଥିବା ବାଲିଅନ୍ତା ରାମଚନ୍ଦ୍ରପୁରରେ ପହଂଚି ତଦନ୍ତ କରିବା ସହ ନିଲମ୍ବିତ
NHRC


ଭୁବନେଶ୍ୱର,୦୨ ଜୁନ (ହି.ସ)- ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଓଡ଼ିଶା ଆସିଥିବା ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)ର ୨ ଜଣିଆ ଟିମ୍ କ୍ରାଇମ୍ ସ୍ପଟ୍ ରେ ଛାନ୍ଭିନ୍ କରିଛନ୍ତି। ଏନଏଚଆରସି ଟିମ୍ ଘଟଣା ଘଟିଥିବା ବାଲିଅନ୍ତା ରାମଚନ୍ଦ୍ରପୁରରେ ପହଂଚି ତଦନ୍ତ କରିବା ସହ ନିଲମ୍ବିତ କନଷ୍ଟେବଳ ରାମଚନ୍ଦ୍ର ବେହେରାଙ୍କୁ ପଚରାଉଚରା କରିଛନ୍ତି। ଘଟଣାସ୍ଥଳରେ ଛାନ୍ ଭିନ୍ ପରେ ଏନଏଚଆରସି ଟିମ୍ ସୌମ୍ୟଙ୍କ ଗାଁକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛି। ଏହାସହ ସୌମ୍ୟଙ୍କ ଅଡସପୁର ଠାରେ ଜିମ୍ କୁ ଯାଇ ମଧ୍ୟ ଖୋଳତାଡ କରିଥିବା ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande