ସୌମ୍ୟ ହତ୍ୟା: ଆଉ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର, 02 ଜୁନ୍ (ହି.ସ.)- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା । ଆଉ ଜଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ବାଲିଅନ୍ତା ଥାନା ବେଣୁପୁର ଗାଁର ପ୍ରଦୀପ ମଙ୍ଗରାଜ । ଢେଙ୍କାନାଳରୁ ପ୍ରଦୀପକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସୌମ୍ୟ ହତ୍ୟା ମାମଲାରେ ଗ
ସୌମ୍ୟ ହତ୍ୟା: ଆଉ ଜଣକୁ     ଗିରଫ କଲା କ୍ରାଇମବ୍ରାଞ୍ଚ


ଭୁବନେଶ୍ୱର, 02 ଜୁନ୍ (ହି.ସ.)- ବାଲିଅନ୍ତା

ସୌମ୍ୟ ହତ୍ୟା ମାମଲା । ଆଉ ଜଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ବାଲିଅନ୍ତା

ଥାନା ବେଣୁପୁର ଗାଁର ପ୍ରଦୀପ ମଙ୍ଗରାଜ । ଢେଙ୍କାନାଳରୁ ପ୍ରଦୀପକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ

। ସୌମ୍ୟ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande