ପଦ୍ମଭୂଷଣ ଡ. ପ୍ରାଣକୃଷ୍ଣ ପରିଜାଙ୍କ ସ୍ମରଣ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 02 ଜୁନ୍ (ହି.ସ.)- ‘ପଦ୍ମଭୂଷଣ’ ଡ. ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ବିଶିଷ୍ଟ ବୈଜ୍ଞାନିକ ତଥା ଶିକ୍ଷାବିତ ‘ପଦ୍ମଭୂଷଣ’ ଡ. ପ୍ରାଣକୃଷ୍
ପ୍ରାଣକୃଷ୍ଣ


ଭୁବନେଶ୍ୱର, 02 ଜୁନ୍ (ହି.ସ.)- ‘ପଦ୍ମଭୂଷଣ’ ଡ. ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ

ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ବିଶିଷ୍ଟ

ବୈଜ୍ଞାନିକ ତଥା ଶିକ୍ଷାବିତ ‘ପଦ୍ମଭୂଷଣ’ ଡ.

ପ୍ରାଣକୃଷ୍ଣ ପରିଜାଙ୍କ ପୁଣ୍ୟତିଥି ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande