ମା' ହେଲା ବାଘୁଣୀ 'ଜିନ୍ନତ'
ଭୁବନେଶ୍ୱର, 02 ଜୁନ୍ (ହି.ସ.)-ଶିମିଳିପାଳରୁ ଆସିଲା ଖୁସି ଖବର । ମା'' ହେଲା ବାଘୁଣୀ ''ଜିନ୍ନତ'' । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏନେଇ ସୂଚନା ଦେଇଛନ୍ତି । ବାଘୁଣୀ ଜିନ୍ନତ ୪ଟି ଛୁଆ ଜନ୍ମ କରିଥିବା କ୍ୟାମେରାରେ ଟ୍ରାପ୍ ହୋଇଛି । ଗତ ମେ
ମା' ହେଲା ବାଘୁଣୀ 'ଜିନ୍ନତ'


ଭୁବନେଶ୍ୱର, 02 ଜୁନ୍ (ହି.ସ.)-ଶିମିଳିପାଳରୁ ଆସିଲା ଖୁସି ଖବର । ମା' ହେଲା ବାଘୁଣୀ 'ଜିନ୍ନତ' । ଜଙ୍ଗଲ

ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏନେଇ ସୂଚନା ଦେଇଛନ୍ତି । ବାଘୁଣୀ ଜିନ୍ନତ ୪ଟି

ଛୁଆ ଜନ୍ମ କରିଥିବା କ୍ୟାମେରାରେ ଟ୍ରାପ୍ ହୋଇଛି । ଗତ ମେ' ୨୮ରେ

ଟ୍ରାପ୍ କରାଯାଇଛି । ଛୁଆଗୁଡ଼ିକ ୨୦ ଦିନର । ୨୦୨୪ ନଭେମ୍ବରରେ ମହାରାଷ୍ଟ୍ରରୁ 'ଜିନ୍ନତ'କୁ ଶିମିଳିପାଳ ଅଣାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande