ପ୍ରସନଜିତଙ୍କ ପରିବାରକୁ ଭେଟିଲେ ବିଧାୟକ ସଂଜୀବ
ଭଦ୍ରକ, ୨୩ ଜୁନ୍ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଷୋଳମପୁର ଗ୍ରାମ ପଂଚାୟତର ବରାହ ନୂଆପଡ଼ା ଗ୍ରାମର ବାସିନ୍ଦା ପ୍ରଫୁଲ୍ଲ ନାୟକ (ନାଲୁ ଭାଇ) ଙ୍କ ପୁତୁରା (ପ୍ରସ୍ନଜିତ୍ ନାୟକ) ନଦୀରେ ବୁଡି ପ୍ରାଣ ହରାଇଛନ୍ତି। ଏହି ଖବର ପାଇବା ପାଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର
MLA SANJIB MEET PRASANJIT FAMILY


ଭଦ୍ରକ, ୨୩ ଜୁନ୍ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଷୋଳମପୁର ଗ୍ରାମ ପଂଚାୟତର ବରାହ ନୂଆପଡ଼ା ଗ୍ରାମର ବାସିନ୍ଦା ପ୍ରଫୁଲ୍ଲ ନାୟକ (ନାଲୁ ଭାଇ) ଙ୍କ ପୁତୁରା (ପ୍ରସ୍ନଜିତ୍ ନାୟକ) ନଦୀରେ ବୁଡି ପ୍ରାଣ ହରାଇଛନ୍ତି। ଏହି ଖବର ପାଇବା ପାଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଆଜି ତାଙ୍କ ବାସଭବନରେ ପହଂଚି ପରିବାର ବର୍ଗ ଙ୍କୁ ଭେଟିବା ସହ ଅମର ଆତ୍ମାର ସତ୍ଗତି କାମନା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande