
ଗଂଜାମ, 3ଜୁନ (ହି.ସ) ବ୍ରହ୍ମପୁର ସଦର ଥାନା ପକ୍ଷରୁ ବାଲିପଡା,ଦକ୍ଷିଣପୂର୍ ,କୁକୁଡା ଖଣ୍ଡି ଓ ଅକୁଂଶପୁର ଅଂଚଳରେ ଫୁଟ ପେଟ୍ରୋଲିଂ କରିଛି । ଲୋକେ ଭୟଭୀତ ନ ହେବାକୁ ସଚେତନ କରିଛନ୍ତି । ଅସାମାଜି ବ୍ୟକ୍ତି ଅପରାଧୀ କାର୍ଯ୍ୟରୁ ନିବୃତ ରହିବାକୁ ଚେତାବନୀ ଦେଇଛନ୍ତି । ଥାନାର ଅଧିକାରୀ ସନ୍ତୋଷ କୁମାର ବେହେରା ସଦଳବଳେ 4 ପ୍ଲାଟୁନ ଫୋର୍ସ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ