ପବିତ୍ର ହେରାପଞ୍ଚମୀର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 20 ଜୁଲାଇ (ହି.ସ.)- ପବିତ୍ର ହେରାପଞ୍ଚମୀର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମା’ ଲକ୍ଷ୍ମୀଙ୍କ ଅଭିମାନ ଓ ନନ୍ଦିଘୋଷ ରଥ ଭଙ୍ଗାର ପର୍ବ ‘ହେରା ପଞ୍ଚମୀ’ ମହାପ୍ରଭୁ
ପବିତ୍ର ହେରାପଞ୍ଚମୀର     ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା


ଭୁବନେଶ୍ୱର, 20 ଜୁଲାଇ (ହି.ସ.)- ପବିତ୍ର

ହେରାପଞ୍ଚମୀର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ

ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମା’ ଲକ୍ଷ୍ମୀଙ୍କ ଅଭିମାନ ଓ ନନ୍ଦିଘୋଷ ରଥ

ଭଙ୍ଗାର ପର୍ବ ‘ହେରା ପଞ୍ଚମୀ’ ମହାପ୍ରଭୁଙ୍କ ମାନବୀୟ ଲୀଳାର ଅନନ୍ୟ ଉଦାହରଣ । ଆପଣମାନଙ୍କୁ

ପବିତ୍ର ହେରା ପଞ୍ଚମୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande