ଶ୍ରୀଜିଉଙ୍କ ଦିବ୍ୟ ସୁନାବେଶର ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ଶ୍ରୀଜିଉଙ୍କ ଦିବ୍ୟ ସୁନାବେଶର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଶ୍ରୀଜିଉଙ୍କ ଦିବ୍ୟ ସୁନାବେଶ ଅବସରରେ ସଭିଙ୍କୁ ମୋର ଶୁଭେଚ୍ଛା। ମହାପ୍ରଭୁଙ୍କ କରୁଣା ସମସ୍ତଙ୍କ
ଶ୍ରୀଜିଉଙ୍କ ଦିବ୍ୟ ସୁନାବେଶର ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ଶ୍ରୀଜିଉଙ୍କ ଦିବ୍ୟ ସୁନାବେଶର ଶୁଭେଚ୍ଛା ଜଣାଇଛନ୍ତି

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଶ୍ରୀଜିଉଙ୍କ

ଦିବ୍ୟ ସୁନାବେଶ ଅବସରରେ ସଭିଙ୍କୁ ମୋର ଶୁଭେଚ୍ଛା। ମହାପ୍ରଭୁଙ୍କ କରୁଣା ସମସ୍ତଙ୍କ ଉପରେ

ରହିଥାଉ। ଜୟ ଜଗନ୍ନାଥ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande