
କେନ୍ଦୁଝର, ୨୬ ଜୁଲାଇ (ହି.ସ.) - ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ନଗର ଧରଣୀଧର ବିଶ୍ୱବିଦ୍ୟାଳୟ ଶାଖା ର କାର୍ଯ୍ୟକର୍ତା ମାନଙ୍କ ଦ୍ୱାରା କାର୍ଗିଲ ବିଜୟ ଦିବସ ପାଳନ ହୋଇ ଯାଇଛି । କାର୍ଯ୍ୟକର୍ତା ମାନେ କାର୍ଗିଲ ବିଜୟ ଦିବସ ରେ ସହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଓ ଯବାନଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ସମୂହ ଦୀପ ଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA