

ବଲାଙ୍ଗିର, 26 ଜୁଲାଇ (ହି.ସ.)
ସ୍ଥାନିୟ ଟିକ୍ରାପଡ଼ା ଚାନ୍ଦ ମନ୍ଦିର ଶ୍ରୀକ୍ଷେତ୍ର ରେ ଆଜି ଦ୍ୱାଦଶୀ ତିଥି ରେ ଶ୍ରୀ ଜୀଉ ମାନଙ୍କ ଅଧର ପଣା ଉତ୍ସବ ଆଜି ସନ୍ଧ୍ୟା ୭.୩୦ ରେ ଅନୁଷ୍ଟିତ ହୋଇ ଯାଇଚି। ତିନି ଠାକୁର୍ ରଥ ଉପରେ ଗତକଲି ସୁନା ବେଶ ହୋଇଥିବା ବେଳେ ଆଜି ଏହି ଉତ୍ସବ କୁ ଦେଖି ପ୍ରଭୂଙ୍କ ପୂଜର୍ଚ୍ଚନା ଆଶିଷ ପାଇବା ପାଇଁ ଭକ୍ତ ମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ