ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଳାର କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ପ୍ରସାଦ ବିତରଣ
କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଳାର କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ର ପବିତ୍ର ରଥ ଦାଣ୍ଡରେ ଆଗନ୍ତୁକ ଭକ୍ତମାନଙ୍କୁ ପ୍ରସାଦ ବିତରଣ ସହିତ ପାନିୟଜଳ ବଣ୍ଟନ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଆଳିର ରାଜା ସାହେବ ବ୍ରଜ ସୁନ୍ଦର ଦେବ କାର୍ଯ୍ୟକ୍
---------ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଳାର କ୍ଷ


କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଳାର କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ର ପବିତ୍ର ରଥ ଦାଣ୍ଡରେ ଆଗନ୍ତୁକ ଭକ୍ତମାନଙ୍କୁ ପ୍ରସାଦ ବିତରଣ ସହିତ ପାନିୟଜଳ ବଣ୍ଟନ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଆଳିର ରାଜା ସାହେବ ବ୍ରଜ ସୁନ୍ଦର ଦେବ କାର୍ଯ୍ୟକ୍ରମ କୁ ସର୍ବପ୍ରଥମେ ଉଦ୍ଘାଟନ କରିଥିଲେ ଏବଂ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବିତରଣ କରିଥିଲେ। ତତସହିତ ସଂଘର ସ୍ମରଣିକା ଅସୀ ଓ ମସି କୁ ଉନ୍ମୋଚନ କରିଥିଲେ। ସଂଘର ସଭାପତି ଶରତ କୁମାର ବେହୁରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସମାବେଶରେ ଶ୍ରୀ ଗଣେଶ୍ୱର ବେହେରମନ୍ୟବର୍ ବିଧାୟକ, ଶ୍ରୀ ଜ୍ଞନ ଦେବ ବେଉରା, ଭୁବନ ମୋହନ ଜେନା, ବିଜେପି ନେତା, ଚିନ୍ମୟ ପ୍ରସାଦ ବେଉରା, ପ୍ରାକ୍ତନ ବିଧାୟକ, ନବଘନ ନାୟକ, ସୁମନ୍ତ କୁମାର ରାଉତ, ସୁକାନ୍ତ କୁମାର ରାଉତ, ଚନ୍ଦନ କୁମାର ପରିଡ଼ା, ସୁଶୀଲ କୁମାର ସାମଲ, ତରୁଣ ରଞ୍ଜନ ପ୍ରଧାନ, ସୁଧାଂଶୁ ବେହୁରା, ବିରେନ ରାୟ, ନିରଞ୍ଜନ ରଣସିଂହ, ଭାଗିରଥୀ ଜେନା, ଧନେଶ୍ୱର ରାଉତ, ସହଦେବ ସିଂହ, ଦୁର୍ଯ୍ୟୋଧନ ମଲ୍ଲିକ, ରଞ୍ଜନ ନାୟକ, ପର୍ଶୁରାମ ନାୟକ, ସୁରେନ୍ଦ୍ର ବେହେରା, ଅଜିତ୍ କୁମାର ବେଉରିଆ, ପୀତବାସ ବେହେରା, ନିରଞ୍ଜନ ସୁନ୍ଦରାୟ, ଶରତ କୁମାର ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ, ହୃଷିକେଶ ବେହେରା, ରତ୍ନାକର ରାଉତ, ରତ୍ନାକର ସାମଲ, ଗୋଲକ ଚନ୍ଦ୍ର ପଢିହାରୀ, କଳ୍ପନା ଲେଙ୍କା, ମଞ୍ଜୁଲତା ସାମଲ,କାମିନୀ ଜେନା, ରାକେନ୍ଦ୍ର ରାଉତରାୟ, ଚିତରଞ୍ଜନ ବଳ,ଚକ୍ରଧର ମହାପାତ୍ର, ପ୍ରଭାତ ସାହୁ, ରାଜକିଶୋର ମହାନ୍ତି, ଆଶିଷ ମେକାପ, କାଳୀ ପ୍ରସାଦ ମିଶ୍ର, କାଉନସିଲର,ଶାନ୍ତି ଭୂୟାଁ, ସରୋଜ ପ୍ରଧାନ, ନିରୁପମା ରାଉତ, ଲକ୍ଷ୍ମୀ ପ୍ରୀୟ ମଳିକ, ସଂଗ୍ରାମ ଜେନା, ମିନତି ରାଉତ, ସିଦ୍ଧାର୍ଥ ଜେନା, ଦୀନବନ୍ଧୁ ନାୟକ, ବୃନ୍ଦାବନ ସ୍ୱାଇଁ, ପୁଷ୍ପାଞ୍ଜଳି ପାତ୍ର, କୁନାଲ ସ୍ୱାଇଁ, ଅଶୋକ ସ୍ୱାଇଁ, ଚିତ ସ୍ୱାଇଁ, ଦିଲ୍ଲୀପ ସ୍ୱାଇଁ, କବି ସାହୁ, ଧୁନ କିଶୋର ନାୟକ, ଅଶୋକ ନାୟକ, ବିଶ୍ୱନାଥ ନାୟକ, ସ୍ୱପ୍ନା ସାମନ୍ତରାୟ, ସୁନୀଲ ଗନ୍ତାୟତ, ମିନତି ମହାନ୍ତି, ନମିତା ସ୍ୱାଇଁ, ପ୍ରମୋଦ ପାଲ, ଗୋଲଖ ପରିଡ଼ା, ସ୍ନେହଲତା ସିଂହ, ସୁଧାକର ନାୟକ, କାର୍ତିକ କୁମାର ରାଉତ ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣ କରିଥିଲେ। ସଂଘ ତରଫରୁ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ସମାଜ ସେବା କ୍ଷେତ୍ରରେ ପର୍ଶୁରାମ ନାୟକ, ଉଦୟନାଥ ଚୌଧୁରୀ, ଉମେଶ ଚନ୍ଦ୍ର ବେଉରିଆ, ସାମ୍ବାଦିକତା କ୍ଷେତ୍ରରେ ପରୀକ୍ଷିତ ପାତ୍ର, ସାହିତ୍ୟ କ୍ଷେତ୍ରରେ ବିରଜା ରାଉତରାୟ,ସାହସିକତା ପାଇଁ କିରଣ ବଳ, ଶିକ୍ଷା ପାଇଁ ନିଖିଲ ସାମଲ, ନବଘନ ପରିଡ଼ା, ଉମେଶ ସିଂହ, ବିନୋଦ ନାୟକ, ଏହି ସମାବେଶରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରସାଦ ସେବନ କରି ଆତ୍ମସନ୍ତୋଷ ଲାଭ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande