ବୁଗୁଡ଼ା ସ୍ଥିତ 'ଶହୀଦ ବୀର ଓଡ଼ିଆ ଯବାନ ମେମୋରିଆଲ'ଠାରେ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ବୁଗୁଡ଼ା ସ୍ଥିତ ''ଶହୀଦ ବୀର ଓଡ଼ିଆ ଯବାନ ମେମୋରିଆଲ''ଠାରେ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।ସେ କହିଛନ୍ତି ଯେ, କାର୍ଗିଲ ବିଜୟ ଦିବସ ଅବସରରେ ଆଜି ବୁଗୁଡ଼ା ସ୍ଥିତ ''ଶହୀଦ
ବୁଗୁଡ଼ା ସ୍ଥିତ 'ଶହୀଦ     ବୀର ଓଡ଼ିଆ ଯବାନ ମେମୋରିଆଲ'ଠାରେ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଗୋକୁଳାନନ୍ଦ     ମଲ୍ଲିକ


ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ବୁଗୁଡ଼ା ସ୍ଥିତ

'ଶହୀଦ

ବୀର ଓଡ଼ିଆ ଯବାନ ମେମୋରିଆଲ'ଠାରେ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମନ୍ତ୍ରୀ

ଗୋକୁଳାନନ୍ଦ ମଲ୍ଲିକ ।ସେ କହିଛନ୍ତି ଯେ, କାର୍ଗିଲ ବିଜୟ ଦିବସ ଅବସରରେ ଆଜି ବୁଗୁଡ଼ା ସ୍ଥିତ 'ଶହୀଦ

ବୀର ଓଡ଼ିଆ ଯବାନ ମେମୋରିଆଲ'ଠାରେ ମାତୃଭୂମିର ସୁରକ୍ଷା ପାଇଁ ଆତ୍ମବଳିଦାନ ଦେଇଥିବା ଅମର ବୀର

ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଦେଶର ସାର୍ବଭୌମତ୍ବ ଓ ସୁରକ୍ଷା ପାଇଁ ସେମାନଙ୍କ

ତ୍ୟାଗ ଓ ବଳିଦାନ ଅସଂଖ୍ୟ ଭାରତୀୟଙ୍କ ହୃଦୟରେ ଅମର ହୋଇ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande