ରାଉରକେଲା ସ୍ଥିତ ବିଜେପି କାର୍ଯ୍ୟାଳୟରେ ମନ୍ କୀ ବାତ ଶୁଣିଲେ ଜୁଏଲ ଓରାମ
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ରାଉରକେଲା ସ୍ଥିତ ବିଜେପି କାର୍ଯ୍ୟାଳୟରେ ମନ୍ କୀ ବାତ ଶୁଣିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ଆଜି ରାଉରକେଲା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ
ରାଉରକେଲା ସ୍ଥିତ ବିଜେପି     କାର୍ଯ୍ୟାଳୟରେ ମନ୍ କୀ ବାତ ଶୁଣିଲେ ଜୁଏଲ ଓରାମ


ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ରାଉରକେଲା

ସ୍ଥିତ ବିଜେପି କାର୍ଯ୍ୟାଳୟରେ ମନ୍ କୀ ବାତ ଶୁଣିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ଆଜି ରାଉରକେଲା ସ୍ଥିତ ବିଜେପି କାର୍ଯ୍ୟାଳୟରେ

ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ସହ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ମନ୍ କି ବାତ୍' କାର୍ଯ୍ୟକ୍ରମର ୧୩୬ତମ ସଂସ୍କରଣ ଦେଖିଲି ଓ ଶୁଣିଲି। ଏହି

ପ୍ରେରଣାଦାୟକ କାର୍ଯ୍ୟକ୍ରମ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ, ଜନଭାଗିଦାରୀ, ସ୍ୱଦେଶୀ ଓ ସ୍ୱାବଲମ୍ବନ ଏବଂ ସେବା ଭାବନାର ବାର୍ତ୍ତା ଆମ ସମସ୍ତଙ୍କ

ପାଇଁ ପ୍ରେରଣାଦାୟୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande