କାର୍ଗିଲ ବିଜୟ ଦିବସରେ ସହିଦ ଯବାନଙ୍କ ବଳିଦାନକୁ ନମନ କଲେ କେଭି ସିଂହଦେଓ
ଭୁବନେଶ୍ୱର, 26 ଜୁଲାଇ (ହି.ସ.) କାର୍ଗିଲ ବିଜୟ ଦିବସରେ ସହିଦ ଯବାନଙ୍କ ବଳିଦାନକୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, କାର୍ଗିଲ ବିଜୟ ଦିବସ ଅବସରରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ଶହୀଦ ଯବାନମାନଙ୍
କାର୍ଗିଲ ବିଜୟ ଦିବସରେ ସହିଦ     ଯବାନଙ୍କ ବଳିଦାନକୁ ନମନ କଲେ କେଭି ସିଂହଦେଓ


ଭୁବନେଶ୍ୱର, 26 ଜୁଲାଇ (ହି.ସ.) କାର୍ଗିଲ ବିଜୟ

ଦିବସରେ ସହିଦ ଯବାନଙ୍କ ବଳିଦାନକୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, କାର୍ଗିଲ ବିଜୟ ଦିବସ ଅବସରରେ ଦେଶ ପାଇଁ ପ୍ରାଣବଳି

ଦେଇଥିବା ଶହୀଦ ଯବାନମାନଙ୍କ ଅମର ସ୍ମୃତି ପ୍ରତି ମୋର କୋଟି କୋଟି ପ୍ରଣାମ ଓ ଗଭୀର ଶ୍ରଦ୍ଧାଞ୍ଜଳି।

ଭାରତ ମାତା କି ଜୟ !

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande